Posts

Showing posts from January, 2020
give up - ପରିତ୍ୟାଗ କରିବା,ଛାଡିଦେବା ସେ ମଦ ଖାଇବା ଛାଡିଦେଇଛି - he has given up drinking ତମେ ତମ ଖରାପ ଅଭ୍ୟାସସବୁ ଛାଡିଦେଲଣି ତ ? - have you given up your bad habbits ? ପିଲାଟି ବେମାର ହେତୁ ପଢା ଛାଡିଲା - the boy gave up his study on account of illness ତୁମେ ଯଦି ପାନ ଖାଇବା ଛାଡିଦେବ, ମୁଁ ଧୂଆଁ ଖାଇବା ଛାଡିଦେବି - if you give up chewing, i sall give up smmoking

use of bring up

use of bring up - ପାଲନ କରିବା ସେ ତାଙ୍କ ଅଜାଙ୍କ ଦ୍ୱାରା ପାଲିତ ହେଉଥିଲେ - he was brought up by his grandfather ମୁଁ କଲିକତାରେ ଜନ୍ମ ହୋଇଥିଲି ଓ ପାଲିତ ହୋଇଥିଲି - i was born and brought up in calcutta ବାପା ମରିଗଲେ ତୁମକୁ କିଏ ପାଲିବ ? - if your father dies who will bring you us ?

use of form (in odia)

form ପରେ ନିର୍ଦ୍ଦିଷ୍ଟ ସମୟାତିତ ଗୋଟିଏ ଶବ୍ଦ ରହିବ ଓ ପୂର୍ବରେ କ୍ରିୟା ଯେକୌଣସି କାଲର ହୋଇପାରିବ | ଯଥା: ମୁଁ ଆଜିଠାରୁ ଇଂରାଜୀ ପଢିବି - i shall read english from today - ସେ କାଲିରୁ ଘରେ ଅଛନ୍ତି - he is staying at home from yesterday ଆସନ୍ତା 6 ତାରିଖଠାରୁ ପରିଖ୍ୟା ଆରମ୍ଭ ହେବ - the examination will begin from the 6th next ଆସନ୍ତା ଜୁଲାଇ ମାସରୁ ଏଠାରେ ଭାରି ବର୍ଷା ହେବ - there will be heavy rain here from july next

use of since

Since ଅର୍ଥ 'ଠାରୁ' |ଏହାର ପୂର୍ବେ present perfect tenseର verve ରହେ ଓ ଏହାପରେ ନିର୍ଦ୍ଦିଷ୍ଟ ଅତିତ ସମୟାତିତ କୌଣସି ଶବ୍ଦ ବସେ ଯଥା: ମୁଁ କାଲିଠାରୁ ବେମାର ଅଛି -i have been ill since yesterday ମୁଁ ସକାଲ ସାତଟାରୁ ତିନିଖଣ୍ଡ ଚିଠି ଲେଖିଲିଣି - i have written three letters since 7o'clock this morning ସେ ଗତ ଯାନୁୟାରୀ ମାସଠାରୁ କଟକରେ ରହୁଛନ୍ତି ? - he has been living at cuttack since january last ତୁମେ କେବେଠାରୁ ବେମାର ଅଛ - Since when have you been ill ? ତୁମେ କେତେବେଲଠାରୁ ଅପେଖ୍ୟା କରିଛ ? - since when have you been waiting for me ?