give up - ପରିତ୍ୟାଗ କରିବା,ଛାଡିଦେବା
ସେ ମଦ ଖାଇବା ଛାଡିଦେଇଛି - he has given up drinking
ତମେ ତମ ଖରାପ ଅଭ୍ୟାସସବୁ ଛାଡିଦେଲଣି ତ ? -
have you given up your bad habbits ?
ପିଲାଟି ବେମାର ହେତୁ ପଢା ଛାଡିଲା - the boy gave up his study on account of illness
ତୁମେ ଯଦି ପାନ ଖାଇବା ଛାଡିଦେବ, ମୁଁ ଧୂଆଁ ଖାଇବା ଛାଡିଦେବି - if you give up chewing, i sall give up smmoking

Comments