use of since

Since ଅର୍ଥ 'ଠାରୁ' |ଏହାର ପୂର୍ବେ present perfect tenseର verve ରହେ ଓ ଏହାପରେ ନିର୍ଦ୍ଦିଷ୍ଟ ଅତିତ ସମୟାତିତ କୌଣସି ଶବ୍ଦ ବସେ
ଯଥା: ମୁଁ କାଲିଠାରୁ ବେମାର ଅଛି -i have been ill since yesterday
ମୁଁ ସକାଲ ସାତଟାରୁ ତିନିଖଣ୍ଡ ଚିଠି ଲେଖିଲିଣି - i have written three letters since 7o'clock this morning
ସେ ଗତ ଯାନୁୟାରୀ ମାସଠାରୁ କଟକରେ ରହୁଛନ୍ତି ? - he has been living at cuttack since january last
ତୁମେ କେବେଠାରୁ ବେମାର ଅଛ - Since when have you been ill ?
ତୁମେ କେତେବେଲଠାରୁ ଅପେଖ୍ୟା କରିଛ ? - since when have you been waiting for me ?


Comments