use of form (in odia)
form ପରେ ନିର୍ଦ୍ଦିଷ୍ଟ ସମୟାତିତ ଗୋଟିଏ ଶବ୍ଦ ରହିବ ଓ ପୂର୍ବରେ କ୍ରିୟା ଯେକୌଣସି କାଲର ହୋଇପାରିବ |
ଯଥା: ମୁଁ ଆଜିଠାରୁ ଇଂରାଜୀ ପଢିବି - i shall read english from today -
ସେ କାଲିରୁ ଘରେ ଅଛନ୍ତି - he is staying at home from yesterday
ଆସନ୍ତା 6 ତାରିଖଠାରୁ ପରିଖ୍ୟା ଆରମ୍ଭ ହେବ - the examination will begin from the 6th next

ଆସନ୍ତା ଜୁଲାଇ ମାସରୁ ଏଠାରେ ଭାରି ବର୍ଷା ହେବ - there will be heavy rain here from july next
Comments
Post a Comment