Popular posts from this blog
give up - ପରିତ୍ୟାଗ କରିବା,ଛାଡିଦେବା ସେ ମଦ ଖାଇବା ଛାଡିଦେଇଛି - he has given up drinking ତମେ ତମ ଖରାପ ଅଭ୍ୟାସସବୁ ଛାଡିଦେଲଣି ତ ? - have you given up your bad habbits ? ପିଲାଟି ବେମାର ହେତୁ ପଢା ଛାଡିଲା - the boy gave up his study on account of illness ତୁମେ ଯଦି ପାନ ଖାଇବା ଛାଡିଦେବ, ମୁଁ ଧୂଆଁ ଖାଇବା ଛାଡିଦେବି - if you give up chewing, i sall give up smmoking



Comments
Post a Comment